Class 5
Class 5 Samajika Srunkhala Question Answer | Raj Books
Samajika Srunkhala Prashna Uttar, ସାମାଜିକ ଶୃଙ୍ଖଳା ଅଭ୍ୟାସ Samajika Srunkhala Questions Answer Chapter 1 Class 5 Paribesh Meher Sir. Samajika Srunkhala 5th Class , Samajika srunkhala question answer Odia medium ସାମାଜିକ ଶୃଙ୍ଖଳା, samajika srunkhala 5th class question answer, Odia Medium Class 5 Social Science Chapter 1, Odia Medium Class 5 Social Science Chapter-1 ସାମାଜିକ ଶୃଙ୍ଖଳା ଅଭ୍ୟାସ (Samajika Srunkhala), Samajika Srunkhala Question Answer Odia Medium samajika Srunkhala class 5 class 5 Paribesa Bigyan.
Samajika Srunkhala Prashna Uttar, ସାମାଜିକ ଶୃଙ୍ଖଳା ଅଭ୍ୟାସ
୧। ତଳେ ଦିଆଯାଇଥିବା ଅଭ୍ୟାସଗୁଡ଼ିକ ମଧ୍ୟରୁ ମନ୍ଦ ଅଭ୍ୟାସଗୁଡ଼ିକୁ ଓ ଭଲ ଅଭ୍ୟାସଗୁଡ଼ିକୁ ତଳ
ସାରଣୀରେ ଲେଖ ।
ରାସ୍ତା ମଝିରେ ସାଇକେଲ ଚଳାଇବା, ଧୂମପାନ କରିବା, ଗୀତ ଗାଇବା, ପ୍ରତିଦିନ ସିନେମା ଦେଖିବା, ଛୁଟିରେ ବନ୍ଧୁଘର ବୁଲିଯିବା, ଜୋର୍ରେ ମାଇକ୍ ବଜାଇବା, ଖବରକାଗଜ ପଢ଼ିବା, ବିଦ୍ୟାଳୟ କାନ୍ଥରେ ଗାରେଇବା, ରାସ୍ତାକଡ଼ରେ ଗଛ ଲଗାଇବା, ଠିକ୍ ସମୟରେ ଟିକସ ଦେବା, ବେଞ୍ଚ, ଗଛ, ଟାୟାର ଜାଳି ରାସ୍ତା ଅବରୋଧ କରିବା, ଜବରଦସ୍ତ ଚାନ୍ଦା ଆଦାୟ କରିବା, ଅନ୍ୟ ବାଡ଼ିରୁ ଫୁଲ ଓ ଫଳ ଚୋରି କରିବା ।
ଭଲ ଅଭ୍ୟାସ
ଗୀତ ଗାଇବା
ଛୁଟିରେ ବନ୍ଧୁଘର ବୁଲିଯିବା
ଠିକ୍ ସମୟରେ ଟିକସ ଦେବା।
ଖବରକାଗଜ ପଢ଼ିବା
|ରାସ୍ତାକଡ଼ରେ ଗଛ ଲଗାଇବା
ମନ୍ଦ ଅଭ୍ଯାସ
ରାସ୍ତା ମଝିରେ ସାଇକେଲ ଚଳାଇବା
ଧୂମପାନ କରିବା
ପ୍ରତିଦିନ ସିନେମା ଦେଖିବା
ଜୋର୍ ରେ ମାଇ ଜାଇବା
ବିଦ୍ୟାଳୟ କାନ୍ଥରେ ଗାରେଇବା
ବେଞ୍ଚ, ଗଛ, ଟାୟାର ଜାଳି
ରାସ୍ତା ଅବରୋଧ କରିବା
ଜବରଦସ୍ତ ଚାନ୍ଦା ଆଦାୟ କରିବା
ଅନ୍ୟ ବାଡ଼ିରୁ ଫୁଲ ଓ ଫଳ ଚୋରି କରିବା
୨ । ତୁମେ ଜାଣିଥିବା ଯେକୌଣସି ୫ଟି ଅପରାଧର ନାମ
ଲେଖ ।
ଉ – ଆମେ ଜାଣିଥିବା ପାଞ୍ଚଟି ଅପରାଧର ନାମ ହେଲା –
(୧) ଚୋରି, ଡକାୟତି କରିବା,
(୨) ରାସ୍ତା ଅବରୋଧ କରିବା,
(୩) ମଦ ପିଇ ଗାଡ଼ି ଚଳାଇବା,
(୪) ଗାଡ଼ିମଟର ପୋଡ଼ାଜଳା କରିବା,
(୫) ବିନା ଟିକଟରେ ଟ୍ରେନ୍ରେ ଯିବା ଆସିବା କରିବା ।
୩। ତୁମର ଜଣେ ସମ୍ପର୍କୀୟ ମଦ୍ୟପାନ କରୁଥିଲେ କ’ଣ କରିବ ?
ଇ – (୧) ମୋର କେହି ସଂପର୍କୀୟ ମଦ୍ୟପାନ କରୁଥିଲେ ତାଙ୍କୁ ମଦ୍ୟପାନର ମନ୍ଦ ପରିଣତି ସଂପର୍କରେ
ବୁଝାଇବି।
(୨) ମଦ୍ୟପାନର କାରଣ ଜାଣିବାକୁ ଚେଷ୍ଟା କରିବି ଓ ତା’ର ସମାଧାନର ପନ୍ଥା ଖୋଜି ବାହାର
କରିବି ।
(୩) ଘୃଣା ପରିବର୍ତ୍ତେ ସ୍ନେହ, ଆଦର କରି ମଦ୍ୟପାନ ପ୍ରତି ତାଙ୍କ ମନରେ ବିତୃଷ୍ଠାଭାବ ଜାଗ୍ରତ କରାଇବାକୁ ଚେଷ୍ଟା କରିବି ।
(୪) ମଦ୍ୟପାନଦ୍ୱାରା ନିଜର ତଥା ତାଙ୍କ ପରିବାରର କିଭଳି କ୍ଷତି ଘଟୁଛି, ସମ୍ମାନହାନି ଘଟୁଛି, ସେ ବିଷୟରେ ତାଙ୍କୁ ବାରମ୍ବାର ବୁଝାଇବି ।
(୫) ମଦ୍ୟପାନ ଅଭ୍ୟାସ ବନ୍ଦ କରାଇବାପାଇଁ ଡାକ୍ତରଙ୍କ ସଙ୍ଗେ ପରାମର୍ଶ କରି ଗୁପ୍ତରେ ତାଙ୍କର
୪। ତୁମ ଅଞ୍ଚଳରେ ଘଟୁଥିବା ଅପରାଧଗୁଡ଼ିକର ତାଲିକା କର । ସେହି ଅପରାଧଗୁଡ଼ିକ କିପରି ନିରାକରଣ କରାଯାଇ ପାରିବ ତା’ର ଉପାୟଗୁଡ଼ିକ ଲେଖ ।
ଉ – ଅପରାଧ
(୧) ଚୋରି ନିରାକରଣର ଉପାୟ
ଦଣ୍ଡବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ଚୋରମାନଙ୍କର
ମାନସିକତା ପରିବର୍ତ୍ତନ
କରିବାପାଇଁ ଉଦ୍ୟମ କରିବା ।
(୨) ଜାତିଆଣ ହିଂସା
ଜାତି ଜାତି ମଧ୍ୟରେ ଥିବା ଭେଦଭାବ ସୃଷ୍ଟି କରୁ ଥିବା ଅସାମାଜିକ ଲୋକମାନଙ୍କ ପ୍ରତି ଦଣ୍ଡବିଧାନ କରିବା, ଜାତି ମଧ୍ୟରେ ଥିବା ଭେଦଭାବ ଦୂର କରି ବାପାଇଁ ପାଲା, ଦାସକାଠିଆ ଓ ପଥପ୍ରାନ୍ତ ନାଟକ ମାଧ୍ଯମରେ ଜନସଚେତନତା ସୃଷ୍ଟି କରିବା ।
୫ ତଳେ କେତୋଟି ଉକ୍ତି ଦିଆଯାଇଛି । ସେହି ଉର୍ଦ୍ଧ୍ୱଗୁଡ଼ିକ ମଧ୍ୟରୁ ତୁମକୁ ଭଲ ଲାଗୁଥିବ। ଭକ୍ତିଗୁଡ଼ିକରେ ( / ) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(କ) ନିୟମିତ ବିଦ୍ୟାଳୟକୁ ଆସିବା । (/)
(ଖ) ଘରର ଅପରିଷ୍କାର ପାଣି ରାସ୍ତାକୁ ଛାଡ଼ିବା ।
(ଗ) ରାସ୍ତାକଡ଼ରେ ଝାଡ଼ା ବସିବା ।
(ଘ) ରାସ୍ତା ଉପରେ ମଇଳା ଜମା କରିବା ଓ ରାସ୍ତାରେ କଦଳୀ ଚୋପା ପକାଇବା ।
(ଙ) ବିଜୁଳିବତିକୁ ଟେକା ମାରି ଭାଙ୍ଗିବା ।
(ଚ) ପ୍ରାର୍ଥନା ସରିବା ପରେ ଧାଡ଼ି କରି ନି ଜ ଶ୍ରେଣୀକକ୍ଷକୁ ଫେରିବା । (/)
(ଛ) ସାଙ୍ଗପିଲାମାନଙ୍କ ସହିତ ଗଣ୍ଡଗୋଳ କରିବା ।
() ଦିନରେ ଆବଶ୍ୟକ ନ ଥାଇ ବିଜୁଳିବତି ଜାଳିବା ।
(ଝ) ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ କରିବା । ( /)
୬ । ଯେକୌଣସି ୪ଟି ମନ୍ଦ ଅଭ୍ୟାସ ଲେଖ ।
ଢ – ଧୂମପାନ କରିବା, ପରୀକ୍ଷା ସମୟରେ ନକଲ କରିବା, ବହିପତ୍ର ଓ ପୋଷାକପତ୍ରର ଯତ୍ନ ନ ନେବା, ବିଦ୍ୟାଳୟ କାନ୍ଥରେ ଗାରେଇବା
୭ ତଳେ ଦିଆଯାଇଥିବା ଉକ୍ତିଗୁଡ଼ିକୁ ପଢ଼ । ଅପରାଧ ନିରାକରଣ ପାଇଁ ସହାୟକ ହେବ ଭଳି ଭକ୍ତି ନିକଟରେ ( ) ଚିହ୍ନ ଓ ସହାୟକ ନ ହେବା ଭଳି ଭକ୍ତି ନିକଟରେ (×) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
ଚୋରିରୁ ରକ୍ଷା ପାଇବାପାଇଁ ଦୁଆର ଓ ଝରକାଗୁଡ଼ିକୁ ମଜଭୁତ କରିବା । /
ଆମ ପାଖରେ ଥିବା ଟଙ୍କା, ପଇସା ଓ ସୁନାଗହଣାକୁ ସୁରକ୍ଷିତ ସ୍ଥାନରେ ରଖୁବା । /
ଉତ୍ତମ ବ୍ୟବହାର କରିବାପାଇଁ ସମସ୍ତଙ୍କୁ ଉତ୍ସାହି ତ କରିବା । /
ଅପରାଧର କୁପରିଣାମ ସମ୍ପର୍କରେ ସଭା, ସମିତି ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନଙ୍କୁ ଅବଗତ କରିବା । ✔
ମଦପିଇ ଗଣ୍ଡଗୋଳ କଲେ ପୋଲିସ୍କୁ ଜଣାଇବା । /
ଓଜନ ମାପରେ ଠକୁଥିବା ଅସାଧୁ ଲୋକଙ୍କୁ କୌଣସି ବାଧା ଦେବା ନାହିଁ । /
ଚୋରକୁ ଧରିବାପାଇଁ ଘରେ କୁକୁର ପାଳିବା । /
ସ୍ଥାନୀୟ ଜଣାଶୁଣା ଅପରାଧୀମାନଙ୍କ ଉପରେ ପୋଲିସ୍ର କଡ଼ା ନଜର ରଖୁବା । /
ଦୋଷୀକୁ କଠିନ ଦଣ୍ଡ ଦେବାର ବ୍ୟବସ୍ଥା କରିବା ଅପରାଧୀକୁ ଜାଣି ମଧ୍ୟ ପୋଲିସ୍ ନ ଜଣାଇବା । x
ସ୍ଥାନୀୟ ଲୋକମାନେ କିଛି ପଇସା ଦେଇ ରାତ୍ରି ଜଗୁଆଳି ରଖୁ ।
ରେଡ଼ିଓ, ଟେଲିଭିଜନ ଓ ସମ୍ବାଦପତ୍ରରେ ଅପରାଧ ନିରାକରଣ ସମ୍ପର୍କରେ ପ୍ରଚାର କରିବା । /
Class V Question, Class V Annual Exam, Class V Social
Science, Class V Environmental Science, Class V Samajika, Class V Samajika Question, Class V Samajika Question Answer, Class V Annual Exam Samajika Question Answer, Class V Annual Exam Samajika Question Paper, Class V Annual Exam Social Science, Class V Annual Exam Science Question, Annual Exam, Question, Science, Social Science, Samajika Patha, Samajikapatha Question, Samajika Patha Question Answer, Science Question Answer, Class V Question, Class V Question Paper, Class V Question Answer, Viral Question, Viral Question Paper, Annual Exam Viral Question Paper, Class V Viral
Question Answer
Class V Question, Class V Annual Exam, Class V Social Science, Class V Environmental Science, Class V Samajika, Class V Samajika Question, Class V Samajika Question Answer, Class V Annual Exam Samajika Question Answer, Class V Annual Exam Samajika Question Paper, Class V Annual Exam Social Science, Class V Annual Exam Science Question, Annual Exam, Question, Science, Social Science
improve education
Post a Comment
0 Comments
All Educational E Books Coming Soon...Follow Our Page