class 5 Ame Kipari Amaku Sasana Karu Question Answer || Raj Books
class 5 Paribesa Bigyan chapter 2 Ame Kipari Amaku Sasana Karu Question Answer, class 5 paribesh chapter 2 odia medium questions and answer ame kipari amaku sasana karu, class 5 science chapter 2 Questions Answers odia medium ame kipari amaku sasana karu .
Ame Kipari Amaku Sasana Karu Question Answer
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ବାବଳୀର ଉତ୍ତର
୧। ପ୍ରତି ପ୍ରଶ୍ନତଳେ ଦିଆଯାଇଥିବା ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।
(କ) ରାଜ୍ୟପାଳଙ୍କୁ କିଏ ନିଯୁକ୍ତ କରନ୍ତି ?
୧) ମୁଖ୍ୟମନ୍ତ୍ରୀ
(୨) ପ୍ରଧାନମନ୍ତ୍ରୀ
(୩) ରାଷ୍ଟ୍ରପତି
(୪) ପ୍ରଧାନ ବିଚାରପତି
ଢ – (୩) ରାଷ୍ଟ୍ରପତି
(ଖ) କିଏ ନିର୍ବାଚିତ ହୋଇ ନ ଥା’ନ୍ତି ?
(୧) ମୁଖ୍ୟମନ୍ତ୍ରୀ
(୨) ପ୍ରଧାନମନ୍ତ୍ରୀ
(୩) ରାଜ୍ୟପାଳ
(୪) ରାଷ୍ଟ୍ରମନ୍ତ୍ରୀ
ଊ– (୩) ରାଜ୍ୟପାଳ
(ଗ) ନିମ୍ନଲିଖ ମଧ୍ୟରୁ କେଉଁ ପ୍ରକାର ଶାସନ ଆମ ଦେଶରେ ଚାଲୁଛି ?
(୧) ଗଣତନ୍ତ୍ର ଶାସନ
(୨) ସାମରିକ ଶାସନ
(୩) ରାଜାଙ୍କର ଶାସନ
(୪) ଏକଚ୍ଛତ୍ରବାଦ ଶାସନ
ଊ– (୧) ଗଣତନ୍ତ୍ର ଶାସନ
୨। ଭାରତର ସଂସଦ (ପାର୍ଲାମେଣ୍ଟ) କେଉଁମାନଙ୍କୁ ନେଇ ଗଠିତ ?
ଊ – ଭାରତର ସଂସଦ (ପାର୍ଲାମେଣ୍ଟ) ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ଗଠିତ ।
୩। ଭାରତର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
ଢ – ଭାରତର ରାଷ୍ଟ୍ରପତି ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି । ସେ ଲୋକସଭା, ରାଜ୍ୟସଭା, ରାଜ୍ୟ ବିଧାନସଭାର ନିର୍ବାଚିତ ସଭ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
୪। ଲୋକସଭା ଓ ରାଜ୍ୟସଭା ମଧ୍ୟରେ ଥିବା ପାର୍ଥକ୍ୟଗୁଡ଼ିକ ଦର୍ଶାଅ ।
ଲୋକସଭା
(୧) ଏହା ଏକ ସ୍ଥାୟୀ ସଭା ନୁହେଁ । ଏହାର କାର୍ଯ୍ୟକାଳ ୫ ବର୍ଷ ।
(୨) ଏହି ସଭାର ସଭ୍ୟମାନେ ପ୍ରତ୍ଯକ୍ଷ ଭାବେ ଲେ।କ ମାନ ଙ୍କ ଦ୍ଵାର। ନିର୍ବାଚିତ ହୁଅନ୍ତି ।
(୩) ବାଚସ୍ପତି ଏହି ସଭାର ସଭାପତି ।
(୪) ଏହାର ମୋଟ ସଭ୍ୟସଂଖ୍ୟା ୫୪୫ ଅ। ଙ୍ଗ । ଇ ଣ୍ଡି ଅ । ନ୍ ସଂପ୍ରଦାୟର କେହି ପ୍ରତିନିଧ୍ ନଥୁଲେ ରାଷ୍ଟ୍ରପତି ୨ ଜଣଙ୍କୁ ମନୋନୀତ କରନ୍ତି ।
(୫) ପ୍ରତ୍ୟେକ ସଭ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ।
ରାଜ୍ୟସଭା
(୧) ଏହା ଏକ ସ୍ଥାୟୀ ସଭା
(୨) ଏହି ସଭାର ସଭ୍ୟମାନେ ବିଧାନ ସଭାର ସଭ୍ୟମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି ।
(୩) ଉପରାଷ୍ଟ୍ରପତି ଏହି ସଭାର ସ୍ଥାୟୀ ସଭାପତି ।
(୪) ଏହାର ମୋଟ ସଭ୍ୟ ସଂଖ୍ୟା ୨୫୦ । ଏଥୁ ରୁ ୧୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି ।
(୫) ପ୍ରତ୍ୟେକ ସଭ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ । ପ୍ରତି ଦୁଇ ବର୍ଷରେ ଏକ- ତୃତୀୟାଂଶ ସଭ୍ୟ ଅବସର ନି ଅନ୍ତି ଓ ସେମାନଙ୍କ ସ୍ଥାନରେ ନୂଆ ସଭ୍ୟ ଆସନ୍ତି ।
୭। ତୁମେ ଯଦି ପ୍ରଧାନମନ୍ତ୍ରୀ ହେବ କ’ଣ କରିବ ? ୫ଟି ବାକ୍ୟରେ ଲେଖ ।
ଢ – (କ) ମୁଁ ପ୍ରଧାନମନ୍ତ୍ରୀ ହେଲେ ଦେଶର ବିଭିନ୍ନ କ୍ଷେତ୍ରରୁ ଦୁର୍ନୀତି ଦୂର କରିବାପାଇଁ ପ୍ରାଥମିକତା ଦେବି । (ଖ) ଧନୀ ଗରିବ ମଧ୍ଯରେ ଅସମତା ଦୂର କରିବାପାଇଁ ଉଦ୍ୟମ କରିବି ।
(ଗ) ଦେଶରେ ଘଟୁଥିବା ହିଂସାତ୍ମକ କାର୍ଯ୍ୟ ବିରୋଧରେ କଠୋର ପଦକ୍ଷେପ ନେବି ।
(ଘ) ପଡ଼ୋଶୀ ତଥା ବିଶ୍ବର ଅନ୍ୟ ଦେଶମାନଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା କରିବି ।
(ଙ) ଦେଶରୁ ଅଶିକ୍ଷା, କୁଶିକ୍ଷାକୁ ଲୋପ କରିବାପାଇଁ ସୁଚିନ୍ତିତ ପଦକ୍ଷେପ ନେବି ଓ ଦେଶର ପ୍ରତ୍ୟେକ ବ୍ୟକ୍ତି ଯେପରି ଚିକିତ୍ସା ବିନା ମୃତ୍ୟୁବରଣ ନ କରନ୍ତି ସେଥ୍ୟପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବି ।
All Chapter Question Answer
👇🏻👇🏻👇🏻👇🏻
Your Queries..👇🏻👇🏻👇🏻👇🏻
5th class social study 2nd chapter ame amaku sasana karu kipari
5th class ame amaku sasana karu kipari
odia medium
ame kipari amaku sasana karu
ame kipari amaku sasana karu question answer
samajika bigyana ame amaku kipari sasana karu
class 5 ame kipari amaku sasana karu question answer
class 5 paribesh odia medium chapter 2 questions and answers
Class 5 paribesh odia medium chapter 2 questions and answers
class 5 paribesh bigyan chapter 2
class 5 paribesh bigyan chapter 2 question answer
Class 5 paribesh odia medium chapter 2
Class 5 paribesh odia medium chapter 2 sadharana durghatana
Suryadev academy
class 5 Suryadev academy
class 5 science chapter 2 odia medium
paribesh
ame kipari amaku sasana karu
pancham shreni paribesh
class 5 paribesh chapter 2 odia medium questions and answer ame kipari amaku sasana karu
5 class paribesh
ame kipari amaku sasana karu question answer | class 5 ame kipari amaku sasana karu question answer
class 5 paribesh odia medium chapter 2 questions and answers | samajika bigyana ame amaku kipari sasana karu.
Post a Comment
0 Comments
All Educational E Books Coming Soon...Follow Our Page